Thursday, March 5, 2026
19.5 C
Odisha

    ସଞ୍ଜୟ କପୁରଙ୍କ ସମ୍ପତ୍ତି ବିବାଦ : ବୋହୂ ପ୍ରିୟାଙ୍କ ନାଁ’ରେ ଠକେଇ ଅଭିଯୋଗ ଆଣିଲେ ସଞ୍ଜୟଙ୍କ ମା’

    ଆଗକୁ ପଢନ୍ତୁ

    ଦିବଙ୍ଗତ ବ୍ୟବସାୟୀ ସଞ୍ଜୟ କପୁରଙ୍କ ମା’ ରାନୀ କପୁର ତାଙ୍କ ବୋହୂ ପ୍ରିୟା କପୁରଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି । ରାନୀ କପୁର ତାଙ୍କ ବୋହୂ ପ୍ରିୟା କପୁରଙ୍କ ସମେତ ଅନ୍ୟ ୮ ଜଣଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି । ସମ୍ପତ୍ତି ସମ୍ପର୍କରେ ତାଙ୍କୁ ଅନ୍ଧାରରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ନାଁରେ ଗଠିତ ହୋଇଥିବା ଆରକେ ଟ୍ରଷ୍ଟକୁ ଅମାନ୍ୟ ଘୋଷଣା କରିବାକୁ ରାନୀ କପୁର ଅନୁରୋଧ କରିଛନ୍ତି । ଏହାରି ମଧ୍ୟରେ ଏହି ମାମଲାକୁ ନେଇ ହାଇକୋର୍ଟରେ ଗୁରୁବାର ଶୁଣାଣି ହେବାର ସମ୍ଭାବନା ରହିଛି ।

    ୮୦ ବର୍ଷୀୟ ବିଧବା ରାନୀ କପୁର ଆରକେ ଫ୍ୟାମିଲି ଟ୍ରଷ୍ଟ/ରାନୀ କପୁର ଫ୍ୟାମିଲି ଟ୍ରଷ୍ଟ ନାଁରେ ଧୋକାବାଜି ହୋଇଥିବା ଅଭିଯୋଗ କରାଯାଇଛି । ଟ୍ରଷ୍ଟକୁ ଅମାନ୍ୟ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି । ଏଥିରେ ସଞ୍ଜୟ କପୁରଙ୍କ ହଜାର ହଜାର ଟଙ୍କାର ସମ୍ପତ୍ତି ବିବାଦକୁ ଆହୁରି ଘନିଷ୍ଠ କରିଛି । ସଞ୍ଜୟ କପୁରଙ୍କ ଏକ୍ସ ୱାଇଫ୍ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ପିଲାମାନେ ମଧ୍ୟ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେମାନେ ଆରକେ ଫ୍ୟାମିଲି ଟ୍ରଷ୍ଟକୁ ଆଗକୁ ବଢିବାରୁ ରୋକିବାକୁ ସ୍ଥାୟୀତ୍ବ ଏବଂ ଆରକେ ଫ୍ୟାମିଲି ଟ୍ରଷ୍ଟର ଗଠନକୁ ନେଇ ଆକାଉଣ୍ଟର ବିବରଣୀ ଦେବାକୁ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    28 %
    1.7kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ