Saturday, February 28, 2026
18.4 C
Odisha

    ସବୁ ବୁଲା କୁକୁରଙ୍କୁ କରାଯିବ ଟିକାକରଣ : ୨୦୩୦ ସୁଦ୍ଧା ରାଜ୍ୟ ହେବ ଜଳାନ୍ତକ ମୁକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଚିକାକରଣ କରାଯିବ । ଏନେଇ ସବୁଠି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବ । ୨୦୩୦ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ଜଳାନ୍ତକ ମୁକ୍ତ କରାଯିବ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ଏହି ମିଶନକୁ ନରଗ ଉନ୍ନୟନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟ କରାଯିବ । ବୁଲା କୁକୁରଙ୍କୁ ଟିକାକରଣ କରିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.4 ° C
    18.4 °
    18.4 °
    35 %
    1.4kmh
    5 %
    Sat
    34 °
    Sun
    36 °
    Mon
    37 °
    Tue
    37 °
    Wed
    38 °

    ସମ୍ବନ୍ଧିତ