Sunday, December 14, 2025
16 C
Odisha

    ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟିକ୍‌, ଡେରିରେ ଅଫିସ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆସିଛି ଏକ ବଡ ନିଷ୍ପତ୍ତିି। ଏଣିକି ଡେରିରେ ଅଫିସ ଆସିଲେ ପଡ଼ିବେ ଧରା ଅଫିସର । ଏହାପରେ ଅଫିସରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଏଣିକି ସବୁ ରାଜସ୍ୱ କାର୍ଯ୍ୟାଳୟରେ ବସିବ ବାୟୋମେଟିକ୍‌। ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାୟୋମେଟିକ୍ ଲାଗୁ ହେବା ନେଇ ନିଷ୍ପତି ହୋଇସାରିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏନେଇ ନେଇଛନ୍ତି ନିଷ୍ପତ୍ତିି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16 ° C
    16 °
    16 °
    54 %
    1.5kmh
    0 %
    Sun
    16 °
    Mon
    28 °
    Tue
    28 °
    Wed
    28 °
    Thu
    27 °

    ସମ୍ବନ୍ଧିତ