Friday, April 3, 2026
39.1 C
Odisha

    ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ନିଖୋଜ

    ଆଗକୁ ପଢନ୍ତୁ

    ଜଳେଶ୍ୱର : ପଶ୍ଚିମବଙ୍ଗ ଦୀଘା ସମୁଦ୍ରରେ ଗୋଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ । ଜଣକୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଦୀଘା ହସପିଟାଲ ରେ ଭର୍ତ୍ତି କରିଛନ୍ତି । ଏବେ ବି ଅନ୍ଯ ଜଣେ ପର୍ଯ୍ଯଟକ ନିଖୋଜ ଅଛନ୍ତି । ଲଘୁଚାପ ପ୍ରଭାବରେ ବର୍ତ୍ତମାନ ସମୂଦ୍ର ଅଶାନ୍ତ ରହିଛି । ଖବର ପାଇ ପୋଲିସ ସହାୟତାରେ ଉଦ୍ଧାରକାରୀ ଟିମ ଦୀର୍ଘ ୧ ଘଣ୍ଟା ପରେ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଅନ୍ଯ ଜଣେ ପର୍ଯ୍ଯଟକ ଙ୍କ କୌଣସି ପତ୍ତା ମିଳୁନି । ନିଖୋଜ ପର୍ଯ୍ଯଟକଙ୍କ କୌଣସି ପରିଚୟ ମିଳି ପାରିନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ