Tuesday, September 29, 2026
30.1 C
Odisha

    ସମ୍ଭାବ୍ୟ ବାତ୍ୟା ‘ମନ୍ଥା’କୁ ନେଇ ଚନ୍ଦ୍ରଭାଗା ସମୁଦ୍ରକୂଳରେ ନାଲି ପତାକା

    ଆଗକୁ ପଢନ୍ତୁ

    କୋଣାର୍କ    :   ସମ୍ଭାବ୍ୟ ବାତ୍ୟା ‘ମନ୍ଥା’କୁ ନେଇ ଚନ୍ଦ୍ରଭାଗା ସମୁଦ୍ରକୂଳରେ ନାଲି ପତାକା ଲଗାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ଏବଂ ଉଚ୍ଚ ଜୁଆର କୂଳକୁ ମାଡ଼ି ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଣାର୍କ ଏନଏସି ପକ୍ଷରୁ ଏଭଳି ସତର୍କତା ଅବଲମ୍ବନ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି। ସେହିପରି ଆଗାମୀ ତିନିଦିନ ପର୍ଯ୍ୟନ୍ତ କୌଣସି ହୋଟେଲ, ଲଜ୍‌ ଓ ଧର୍ମଶାଳାରେ ପର୍ଯ୍ୟଟକମାନେ ରହିପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି। ଫଳରେ ମଙ୍ଗଳବାର କୋଣାର୍କ ଓ ଚନ୍ଦ୍ରଭାଗା ଏକ ପର୍ଯ୍ୟଟକ ଶୂନ୍ୟ ହୋଇପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ