Tuesday, September 29, 2026
23.1 C
Odisha

    ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ବାବୁ

    ଆଗକୁ ପଢନ୍ତୁ

    କଟକ : ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ବାବୁ । କେଉଁଝର ହାଟଡିହି ବ୍ଲକର ତିନି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । ସମସ୍ତଙ୍କ ୨ ବର୍ଷର ସଶ୍ରମ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କେଉଁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ । ଦଣ୍ଡିତ ଅବସରପ୍ରାପ୍ତ କର୍ମଚାରୀମାନେ ହେଲେ ଗଙ୍ଗାଧର ନାଏକ, ରମେଶ ଚନ୍ଦ୍ର ସେଠୀ ଓ ଶ୍ରୀକାନ୍ତ ସେଠୀ । ସଂପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନାର ଚାଉଳ ହଡ଼ପ ନେଇ ତିନି ବାବୁଙ୍କ ନାଁରେ ଥିଲା ଅଭିଯୋଗ । ଆଗକୁ ତିନି ଅଧିକାରୀଙ୍କ ପେନସନ ବନ୍ଦ କରିବାକୁ ଲେଖିବ ଭିଜିଲାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ