Wednesday, December 3, 2025
20 C
Odisha

    ସାତକୋଶିଆରେ ନାହାନ୍ତି ବାଘ: ପିସିସିଏଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପିସିସିଏଫ ପ୍ରେମ କୁମାର ଝା ଆଜି ଏକ ବଡ଼ ସୂଚନା ଦେଇଛନ୍ତି। ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଥିବା ପିସିସିଏଫ ଝା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସାତକୋଶିଆକୁ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ତଳେ ସାତକୋଶିଆରେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନ ଥିବା ସେ କହିଛନ୍ତି।

    ଶିମିଳିପାଳରେ ୨ ପ୍ରକାର ନର୍ମାଲ ଟାଇଗର ଏବଂ ବ୍ଲାକ ଟାଇଗର ବାଘ ଅଛନ୍ତି। ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି। ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି। ଶାବକଙ୍କୁ ୨ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ବୋଲି ପିସିସିଏଫ ଝା ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20 ° C
    20 °
    20 °
    59 %
    0.3kmh
    56 %
    Wed
    20 °
    Thu
    27 °
    Fri
    27 °
    Sat
    26 °
    Sun
    26 °

    ସମ୍ବନ୍ଧିତ