Wednesday, September 9, 2026
24.7 C
Odisha

    ସାପ କାମୁଡାରେ ଗଲା ୨ ଜୀବନ

    ଆଗକୁ ପଢନ୍ତୁ

    ଅନୁଗୋଳ: ସାପ କାମୁଡ଼ାରେ ଦୁଇ ମୃତ। ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ । ପୋକତୁଙ୍ଗା ଷଣ୍ଢଛକ ସାହିରେ ସାପ କାମୁଡାରେ ଜଣେ ମହିଳା ମୃତ । ଶରଧାପୁର ପଞ୍ଚାୟତ ବେତର ଗାଁରେ ସାପ କାମୁଡାରେ ଜଣେ ଯୁବକ ମୃତ ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି।

    ସେହିପରି ତିନିଦିନ ତଳେ ମଧ୍ୟ ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ବେଲଦା ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣଙ୍କ ଜୀବନ ଯାଇଥିଲା । ଯାହାଙ୍କ ନାମ ହେଉଛି ପାଗଳ ଦେହୁରୀଙ୍କ ପୁଅ ସିପୁ । ରାତିରେ ସିପୁ ଖାଇବା ପରେ ଶୋଇବାକୁ ଯାଇଥିଲା । ରାତି ୩ରୁ ତାକୁ ସାପ କାମୁଡି ଦେଇଥିବା କହିବା ପରେ ପରିବାର ଲୋକେ ପ୍ରଥମେ ତାକୁ ସାଇଁକୁଳ ମେଡିକାଲକୁ ନେଇଯାଇଥିଲେ ହେଲେ ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଆନନ୍ଦପୁର ମେଡିକାଲକୁ ନେଇ ଆସିବାପରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    89 %
    1.3kmh
    100 %
    Tue
    25 °
    Wed
    31 °
    Thu
    28 °
    Fri
    27 °
    Sat
    29 °

    ସମ୍ବନ୍ଧିତ