Saturday, October 3, 2026
23 C
Odisha

    ସିଜିମାଳି ବକ୍ସାଇଟ୍ ଖଣି ପାଇଁ ସ୍ୱତନ୍ତ୍ର ରେଳ ଲାଇନକୁ ମଞ୍ଜୁରୀ, ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ରାୟଗଡା : ସିଜିମାଳି ଖଣି ପାଇଁ ସ୍ୱତନ୍ତ୍ର ରେଳ ଲାଇନକୁ ମଞ୍ଜୁରୀ । ବେଦାନ୍ତର ସିଜିମାଳି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ରେଳ ଲାଇନ ଘୋଷଣା । ସିଜିମାଳି ବକ୍ସାଇଟ୍ ଖଣି ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ରେଳ ଲାଇନ ନିର୍ମାଣ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ଖଣିଜ ପଦାର୍ଥ ପରିବହନକୁ ସୁଦୃଢ଼ କରିବା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ।

    ରାୟଗଡ଼ାର କାଶୀପୁର ବ୍ଲକରେ ଥିବା ସିଜିମାଳି ବକ୍ସାଇଟ୍ ଖଣିକୁ ନେଇ ଉତ୍ତେଜନା ଲାଗିରହିଛି । ଖଣି ପାଇଁ ଉଦ୍ଦିଷ୍ଟ ୩ କିଲୋମିଟର ରାସ୍ତା ନିର୍ମାଣକୁ ଆଦିବାସୀ ବିରୋଧ କରୁଛନ୍ତି । ଏହାକୁ ନେଇ ପୋଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲେ । ୬୦ରୁ ୭୦ ଜଣ ଆହତ ହୋଇଥିଲେ । ଦୁଇଟି ଗାଁ କଣ୍ଟାମାଳ ଓ ଶାଗବାରିରେ ୧୬୩ ଧାରା ଲାଗୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ