Tuesday, September 29, 2026
23.8 C
Odisha

    ସୂର୍ଯ୍ୟ ଦେବଙ୍କୁ ପୂଜା କରିବାର ଧାର୍ମିକ ଓ ବୈଜ୍ଞାନିକ ମାନ୍ୟତା କଣ ରହିଛି

    ଆଗକୁ ପଢନ୍ତୁ

    ପୌରାଣିକ କାଳରୁ ସୂର୍ଯ୍ୟଙ୍କୁ ଦେବତାଙ୍କ ସ୍ଥାନ ଦିଆଯାଇଛି। ପଞ୍ଚଦେବଙ୍କ ମଧ୍ୟରୁ ସୂର୍ଯ୍ୟ ହିଁ ଏପରି ଦେବତା ଯିଏ କି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦେଖାଯାଇ ଥାଆନ୍ତି। ମାନ୍ୟତା ରହିଛ୍ହି ଯେ ଯେଉଁ ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାଏ ସେ ଯଶ, ପୁଣ୍ୟ, ସୁଖ୍ୟାତି ଓ ପ୍ରତିଷ୍ଠା ଲାଭ କରିଥାଏ। ହିନ୍ଦୁ ଧର୍ମରେ ଯେ କୌଣସି ବ୍ରତର ଶୁଭାରମ୍ଭ ସୂର୍ଯ୍ୟ ଉଦୟ ଠାରୁ ଆରମ୍ଭ ହୋଇଥାଏ।
    ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପାଇଁ ଗୋଟିଏ ନିର୍ଦ୍ଧାରିତ ସମୟରେ ହୋଇଥାଏ, ଯାହାକି ଜୀବନ ରେ ଫଳପ୍ରଦ ହୋଇଥାଏ।

    ଆଜି ଆସନ୍ତୁ ଜାଣିବା ଶୀତ ଋତୁରେ ସୂର୍ଯ୍ୟ ଦେବଙ୍କୁ ଉପାସନା କରିବାର ବୈଜ୍ଞାନିକ ଓ ପୌରାଣିକ ସମୟ କଣ ରହିଛି -:
    ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବାର ପ୍ରକୃତ ସମୟ :-
    ରୁଗ୍ ବେଦ ଅନୁସାରେ ସୂର୍ଯ୍ୟ ଉଦୟ ହେବାର ଗୋଟିଏ ଘଣ୍ଟା ମଧ୍ୟରେ ଅର୍ଘ୍ୟ ଦେବା ଜରୁରୀ କାହିଁକି ନା ଏହି ସମୟରେ ସୂର୍ଯ୍ୟ ଦେବଙ୍କ ଶୀତଳ ସ୍ଵଭାଵ ରହିଥାଏ। ଏହି ସମୟର ସୂର୍ଯ୍ୟଙ୍କ କିରଣ ରୋଗରୁ ମୁକ୍ତି ମିଳିଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ। ଆତ୍ମ ବଳ ବୃଦ୍ଧି ହୋଇଥାଏ , ରାଜ କୃପା ଓ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

    ସୂର୍ଯ୍ୟ ପୂୁଜନର ଧାର୍ମିକ ମହତ୍ୱ :-
    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବ ଅନ୍ୟ ସମସ୍ତ ଗ୍ରହର ରାଜା ଅଟନ୍ତି ତେଣୁ ସୂର୍ଯ୍ୟ ପୂଜା କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ