Saturday, March 14, 2026
38.2 C
Odisha

    ସେମି ଫାଇନାଲ ଦୌଡ଼ରୁ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ପାଇପର୍ସ ବିଦା

    ଆଗକୁ ପଢନ୍ତୁ

    ରାଉରକେଲା: ନିଜ ନିଜ ଅନ୍ତିମ ମ୍ୟାଚ୍‌ରେ ପରାଜିତ ହୋଇ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ସେମି ଫାଇନାଲର ଶୀର୍ଷ ୪ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଓଡ଼ିଶା ୱାରିଅର୍ସ ୧୦ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ୍‌ ସହ ପଏଣ୍ଟ୍‌ ଟେବୁଲରେ ଷଷ୍ଠ ଓ ଦିଲ୍ଲୀ ପାଇପର୍ସ ୧୦ଟି ମ୍ୟାଚ୍‌ରୁ ମାତ୍ର ୫ ପଏଣ୍ଟ୍‌ ସହ ଶେଷସ୍ଥାନରେ ରହିଛି।ଦ୍ବିତୀୟ ମ୍ୟାଚ୍‌ରେ ତାରକା ଖଚିତ ସୁର୍‌ମା ହକି କ୍ଲବ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୫-୩ ଗୋଲରେ କଳିଙ୍ଗ ଲାନ୍ସର୍ସକୁ ହରାଇଛି। ସୁର୍‌ମା ପକ୍ଷରୁ ଅଧିନାୟକ ହର୍ମନପ୍ରୀତ ସିଂହ ୨ଟି ଗୋଲ(୩୨,୫୪), ପ୍ରଭଜୋତ ସିଂହ(୨୬), ନିକୋଲାସ କିନାନ(୩୩) ଓ ମନୀନ୍ଦର ସିଂହ ଗୋଟିଏ ଲେଖାଏ ଗୋଲ୍‌ଦେଇଥିବାବେଳେ ଲାନ୍ସର୍ସ ପକ୍ଷରୁ ଦିଲପ୍ରୀତ ସିଂହ(୫), ବ୍ରିଙ୍କମ୍ୟାନ ଥିଏରୀ(୪୪) ଓ ଗୁସାହିବଜିତ ସିଂହ(୫୬) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ