Sunday, March 15, 2026
22.3 C
Odisha

    ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଏତଲା ଦେଲେ କଣ୍ଠଶିଳ୍ପୀଙ୍କ ମାଆ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଏତଲା ।  କଟକ ମର୍କତ ନଗର ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ ।  ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି ନେଇ ଏତଲା ଦେଇଛନ୍ତି ସେଫାଳି ସୁନା ।  ପୁଅକୁ ନିର୍ଯାତନା ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ।  ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛନ୍ତି ।

    ଏହା ସହ ହ୍ୟୁମାନଙ୍କ ଫୋନ୍ ଡିଟେଲ, ଘରର CCTV ଯାଞ୍ଚ କରିବାକୁ ଦାବି କରିଛନ୍ତି ।  ହ୍ୟୁମାନଙ୍କ ସହ ଜଡିତ ବ୍ୟକ୍ତି ବିଶେଷଙ୍କ ନାଁରେ ଏତଲାରେ ରହିଛି ।  ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁରେ ଏତଲା ହୋଇଛି ।  ସେହପରି ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦିଶ ମହାନ୍ତିଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    59 %
    1.9kmh
    0 %
    Sun
    38 °
    Mon
    37 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ