Tuesday, July 21, 2026
23.8 C
Odisha

    ବିଶାଖାପାଟଣା ଡ୍ୟୁଟିକୁ ଯାଇ IMFA ସୁରକ୍ଷାକର୍ମୀ ନିଖୋଜ, ଚୌଦ୍ଵାର ଥାନାରେ FIR ରୁଜୁ

    ଆଗକୁ ପଢନ୍ତୁ

    ଚୌଦ୍ଵାର : ​ଚୌଦ୍ଵାର ସ୍ଥିତ ‘ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍’ (IMFA) ରେ ଆଉଟସୋର୍ସିଂ ଜରିଆରେ କାର୍ଯ୍ୟରତ ଜଣେ ୪୭ ବର୍ଷୀୟ ସୁରକ୍ଷା କର୍ମୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ବିଶାଖାପାଟଣା ବନ୍ଦରକୁ ଏସକର୍ଟ ଡ୍ୟୁଟିରେ ଯାଇଥିବା ସମୟରେ ସେ ନିଖୋଜ ହୋଇଯାଇଥିବାରୁ ତାଙ୍କ ନିଯୁକ୍ତିଦାତା ସଂସ୍ଥା ପକ୍ଷରୁ ସ୍ଥାନୀୟ ପୋଲିସ ନିକଟରେ ଏକ ଏତଲା (FIR) ଦାୟର କରାଯାଇଛି ।

    IMFAରେ ଆଉଟସୋର୍ସିଂ ଜରିଆରେ କାର୍ଯ୍ୟରତ ଥିଲେ । ନିଖୋଜ ସୁରକ୍ଷା କର୍ମୀ ହେଉଛନ୍ତି ଦେବଗଡ଼ ଜିଲ୍ଲା ତିଙ୍କିବିରା ଗ୍ରାମର ଜିତେନ୍ଦ୍ରିୟ ସାହୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ