Saturday, October 3, 2026
23.6 C
Odisha

    ୟାସିନ ପାଇଁ ମୃତ୍ୟୁଦଣ୍ଡ ଦାବି କଲା ଏନଆଇଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୟାସିନ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛି। ତେବେ ୟାସିନର ଆଜୀବନ କାରାଦଣ୍ଡ ମୃତ୍ୟୁଦଣ୍ଡକୁ ବୃଦ୍ଧି କରିବା ଲାଗି ଏନଆଇଏ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି। ୟାସିନ ମଲିକ ପାକିସ୍ତାନର ଆତଙ୍କବାଦୀ ହାଫିଜ୍ ସଇଦ ଓ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିଆସିଥିଲା। ଏହା ସହିତ ପାକିସ୍ତାନର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ ସହିତ ମିଶି ଭାରତ ବିରୋଧୀ ଷଡଯନ୍ତ୍ର କରୁଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ