Tuesday, October 20, 2026
22.4 C
Odisha

    ୧୫୦ ଟି୨୦ରେ ଦେଶର ନେତୃତ୍ବ ହରମନପ୍ରୀତ ବିଶ୍ବରେ ପ୍ରଥମ

    ଆଗକୁ ପଢନ୍ତୁ

    ଦୁବାଇ  : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ବିଶ୍ବ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ବିଶ୍ବର ପ୍ରଥମ (ପୁରୁଷ ଓ ମହିଳା) କ୍ରିକେଟର ଭାବେ ହରମନପ୍ରୀତ ୧୫୦ଟି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦେଶର ନେତୃତ୍ବ ନେଇଛନ୍ତି। ଶନିବାର ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇ ହରମନପ୍ରୀତ ଏହି ଉପଲବ୍ଧି ହାସଲ କରିଛନ୍ତି। ମହିଳା ଟି୨୦ରେ ନେତୃତ୍ବ ନେବାରେ ଶ୍ରୀଲଙ୍କାର ଚାମିରା ଅଟ୍ଟାପଟୁ ୧୨୧ଟି ମ୍ୟାଚ ସହ ୨ୟ, ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗ ୧୦୦ଟି ମ୍ୟାଚ ସହ ୩ୟ ସ୍ଥାନରେ ରହିଛନ୍ତି। ପୁରୁଷ କ୍ରିକେଟର ଭାବେ ଟ୍ବେଣ୍ଟି୨୦ରେ ନାମ୍ବିଆର ଜେର୍‌ହାଡ ଏରାସ୍‌ମସ ସର୍ବାଧିକ ୯୧ଟି ମ୍ୟାଚରେ ଦେଶର ନେତୃତ୍ବ ନେଇଛନ୍ତି। ୭୨ ଟ୍ବେଣ୍ଟି୨୦ ମ୍ୟାଚ୍‌ ସହ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨ୟ ସ୍ଥାନରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    82 %
    1.2kmh
    0 %
    Mon
    22 °
    Tue
    29 °
    Wed
    29 °
    Thu
    30 °
    Fri
    29 °

    ସମ୍ବନ୍ଧିତ