Tuesday, March 17, 2026
24.7 C
Odisha

    ୧୫୬ ଦିନ ପରେ ଜେଲ୍‌ରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବେଲ ମିଳିବା ପରେ ଶୁକ୍ରବାର ସେ ୧୫୬ ଦିନ ପରେ ଜେଲ୍ରୁ ବାହାରିଛନ୍ତି। ବାହାରକୁ ଆସି ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକେ ଯେଉଁମାନେ ମୋ’ ଲାଗି ପ୍ରାର୍ଥନା କରୁଥିଲେ, ସେମାନଙ୍କ ଆଶୀର୍ବାଦରୁ ମୁଁ ଆଜି ବାହାରକୁ ବାହାରିଛି। ଜେଲ୍‌ର କାନ୍ଥ କେଜ୍‌ରିୱାଲର ଧର୍ଯ୍ୟକୁ ଭାଙ୍ଗି ପାରିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ