Saturday, April 4, 2026
29.2 C
Odisha

    ୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

    ଆଗକୁ ପଢନ୍ତୁ

    ଧର୍ମଶାଳା  : ଯାଜପୁର ଜିଲ୍ଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ ଶେଷ ହେବାକୁ ଯାଉଛି। ଏହି ମହୋତ୍ସବରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ପଡ଼ିଆରେ ବ୍ୟବସାୟ କରିବା ପାଇଁ ସୋମବାର ଦିନ ବ୍ୟବସାୟୀଙ୍କ ଏକ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଧାଡ଼ିରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ। ଇଚ୍ଛୁକ ବ୍ୟବସାୟୀମାନେ ୨୧ତାରିଖରୁ ୨୩ତାରିଖ ମଧ୍ୟରେ କମିଟି କାର୍ଯ୍ୟାଳୟରେ ସେମାନଙ୍କ ଆଧାର କାର୍ଡ ଓ ଦେୟ ଦାଖଲ କରି ସେମାନଙ୍କ ସ୍ଥାନ ପାଇଁ ରସିଦ ଦିଆଯିବାର ବ୍ୟବସ୍ଥା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ