Wednesday, February 11, 2026
18.2 C
Odisha

    +୨ ଉତ୍ତର ଖାତା ରିଚେକିଂ ପାଇଁ ଆବେଦନ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ଆଜିଠାରୁ +୨ ଉତ୍ତରଖାତା ରିଚେକିଂ ପାଇଁ ଆବେଦନ ଆରମ୍ଭ । ଗତ ମେ’ ୨୧ରେ +୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧,୪୨,୫୧୨ ଛାତ୍ର ଏବଂ ୧,୭୬,୨୫୧ ଜଣ ଛାତ୍ରୀ ପାସ୍ କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ପୁନଃ ଯାଞ୍ଚ ପାଇଁ ଆଜିଠୁ ଆବେଦନ କରିହେବ ।

    ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ । ଜୁନ୍ ମାସରେ ରିଚେକିଂ ଆରମ୍ଭ କରାଯିବ । ଏହାପରେ ଜୁଲାଇ ୧୫ ସୁଦ୍ଧର ଇନଷ୍ଟାଣ୍ଟ ପରୀକ୍ଷା ଫଳ ସହ +୨ ପୁନଃ ମୂଲ୍ୟାୟନ ଫଳ ପ୍ରକାଶ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.2 ° C
    18.2 °
    18.2 °
    30 %
    2.1kmh
    1 %
    Tue
    18 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ