Saturday, March 14, 2026
22 C
Odisha

    ୩୦ରୁ ପୋର୍ଟ‌ବ୍ଲେୟାର ଓ ଗାଜିଆବାଦକୁ ବିମାନ ଉଡ଼ାଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମାର୍ଚ୍ଚ ୩୦ରୁ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉତ୍ତରପ୍ରଦେଶର ଗାଜିଆବାଦ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ପୋର୍ଟ‌ବ୍ଲେୟାରକୁ ଏୟାର ଇଣ୍ଡିଆ ବିମାନ ଦୈନିକ ଉଡ଼ାଣ କରିବ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଭୁବନେଶ୍ବର-ଗାଜିଆବାଦ-ଭୁବନେଶ୍ବର ଓ ଭୁବନେଶ୍ବର-ପୋର୍ଟ‌ବ୍ଲେୟାର-ଭୁବନେଶ୍ବର ଏୟାର ଇଣ୍ଡିଆ ବିମାନ ଦୈନିକ ଉଡ଼ାଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ