Friday, October 2, 2026
29.9 C
Odisha

    ୪ କୋଟିର ମାରିଜୁଆନା ଜବତ, ଦୁଇ ଅଟକ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ମାରିଜୁଆନା ଜବତ। ଆଜି ସକାଳୁ ଡିଆରଆଇ ଓ କଷ୍ଟମ ବିଭାଗ ୧୧ କେଜି ମାରିଜୁଆନା ଜବତ କରିଛି। ଜବତ ମାରିଜୁଆନାର ମୂଲ୍ୟ ୪ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ଘଟଣାରେ ତାମିଲନାଡୁର ଦୁଇ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସେମାନେ ଏହି ଜବତ ମାରିଜୁଆନାକୁ ଲଗେଜ୍‌ରେ ପ୍ୟାକ୍ କରି ବ୍ୟାଙ୍କକ୍‌ରୁ ଭୁବନେଶ୍ଵର ଆଣୁଥିବା ଜଣାପଡିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ