Tuesday, March 10, 2026
36.8 C
Odisha

    ୱାଟର ଫାଷ୍ଟିଙ୍ଗ କଣ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଆଜିକାଲି ଓଜନ ବୃଦ୍ଧି ଗୋଟିଏ ବଡ଼ ସମସ୍ୟା ହୋଇଗଲାଣି l କିଏ ଦିନରାତି ଜିମ ଯାଇ ଝାଳ ବାହାର କରି ଓଜନ ହ୍ରାସ କରୁଛି ତ ଆଉ କିଏ ଡାଏଟ ପ୍ଲାନ କରି ଓଜନ ହ୍ରାସ କରୁଛି। ଯେଉଁଥିରେ କୋଷ୍ଟାରିକାର ଜଣେ ବ୍ୟକ୍ତି ୨୧ ଦିନ ପର୍ଯ୍ୟନ୍ତ ୱାଟର ଫାଂଷ୍ଟିଙ୍ଗ ଦ୍ୱାରା ୧୩ କିଲୋ ଓଜନ ହ୍ରାସ କରିଥିଲେ l ଆସନ୍ତୁ ଜାଣିବା ୱାଟର ଫଷ୍ଟିଙ୍ଗ କଣ –

    ୱାଟର ଡାଏଟ ଗୋଟିଏ ଏଭଳି ଡାଇଟ ପ୍ଲାନ ଯେଉଁଠି ସଲିଡ଼ ଖାଦ୍ୟ ବଦଳରେ ଲିକୁଇଡ ଡାଏଟ ସେବନ କରାଯାଇଥାଏ ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ଟାଇମ ଗ୍ୟାପ ପରେ ଏହାକୁ ସେବନ କରାଯାଇଥାଏ l ୱାଟର ଫାଷ୍ଟିଙ୍ଗ ଶରୀରକୁ ଉନ୍ନତ ଧରଣର ଡିଟକ୍ସିଫିକେସନ , ପାଚନ ଟନ୍ର ଉନ୍ନତ ରହିଥାଏ, ଏବଂ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ l ଏବଂ ଏହି  ଡାଏଟ ପ୍ଲାନ ଦ୍ୱାରା ୬ ପ୍ରତିଶତ ଶରୀରର ଚର୍ବି ହ୍ରାସ ହୋଇଥାଏ
    ଗବେଷକଙ୍କ ମତରେ ୱାଟର ଫାଷ୍ଟିଙ୍ଗରେ ୨୪ ଘଣ୍ଟାକୁ ନେଇ ପୂର୍ବରୁ ପ୍ଲାନ କରିବା ଜରୁରୀ l କେବଳ ଖାଲି ପାଣି ନୁହେଁ ଏହା ସହିତ ଅନ୍ୟ ଲୀକୁଇଂଡ ଡାଏଟ ମଧ୍ୟ ସେବନ କରିବା ଆବଶ୍ୟକ l ଏଥିରେ ସଲିଡ଼ ଫୁଡ ସାମିଲ ହୋଇନଥାଏ, ୱାଟର ଡାଏଟ ସେବନ କରିବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ l ପାଚନରେ ସୁଧାର ଆସିଥାଏ ଏବଂ ମେଣ୍ଟାଲ ହେଲଥରେ ମଧ୍ୟ ସୁଧାର ହୋଇଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ୱାଟର ଡାଏଟ ଦ୍ୱାରା ଓଜନ ହ୍ରାସ ହେବା ସହିତ ଶରୀରରେ ଇନ୍ସୁଲିନସ୍ତର ସେନସିଟିଭିଟିକୁ କମ କରିବାରେ ସାହାଯ୍ୟ କରିଥାଏ lଏହି ୱାଟର ଡାଏଟ ରେ କେଉଁସବୁ ଖାଦ୍ୟ ସାମିଲ ରହିଥାଏ –ଓ଼ଟ୍ସ ମିଲକ,ପ୍ରାକୃତିକ ଫଳ ରସ,ପାଳଙ୍ଗ ସୁପ ଏବଂ ଘୋଳ ଦହି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.8 ° C
    36.8 °
    36.8 °
    17 %
    4.5kmh
    2 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ