Monday, June 22, 2026
27.2 C
Odisha

    କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ୍

    ଆଗକୁ ପଢନ୍ତୁ

    ବାରିପଦା: ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । କଣ୍ଟେନରକୁ ଧକ୍କା ଦେଲା ପୋଲିସ ଭ୍ୟାନ୍ । ଯେଉଁଥିରେ ଜଣେ ଗୁରୁତର ହୋଇଥିବାବେଳେ ୧୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ୪୯ ନମ୍ବର ଜାତୀୟ ରାଜପଥରେ ବିଶୋଇ ପଟୁ ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ସମୟରେ ଘାଟିରେ ବ୍ରେକ୍ ଫେଲ ହେଲା ପୋଲିସ ଭ୍ୟାନ୍ ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ଦମକଳବାହିନୀ ପହଞ୍ଚି ଉଦ୍ଧାର କରାଯାଇ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.2 ° C
    27.2 °
    27.2 °
    72 %
    1.7kmh
    93 %
    Sun
    27 °
    Mon
    37 °
    Tue
    36 °
    Wed
    36 °
    Thu
    34 °

    ସମ୍ବନ୍ଧିତ