Monday, March 2, 2026
31.1 C
Odisha

    ୫ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ କେତେ ରତ୍ନ ପଥର ଉତ୍ତୋଳନ ହୋଇଛି ଏବଂ ରାଜ୍ୟରେ ଏଭଳି ଖଣି ସଂଖ୍ୟା କେତେ ବୋଲି ଏକ ପ୍ରଶ୍ନର ଉତ୍ତର ଗୁରୁବାର ଖଣିମନ୍ତ୍ରୀ ବିଧାନସଭାରେ ପ୍ରଦାନ କରିଛନ୍ତି।
    ଗତ ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି। ବିଧାନସଭାରେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂ ଦେଓଙ୍କ ଏକ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଭୁଷଣ ଜେନା ଲିଖିତ ଉତ୍ତର ପ୍ରଦାନ କରି ଏଭଳି ସୂଚନା ପ୍ରଦାନ କରିଛନ୍ତି।ସେହିପରି ୮ ଟି ରତ୍ନ ପଥର ଖଣି ଖନନ ପାଇଁ ଅନୁମତି ମିଳି ନ ଥିବାରୁ ତାହା ଖୋଳା ଯାଇ ନାହିଁ ବୋଲି ଖଣିମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.1 ° C
    31.1 °
    31.1 °
    25 %
    2.3kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ