Friday, March 20, 2026
29.1 C
Odisha

    ତାତିରୁ ମିଳିବ ତ୍ରାହି: ୨୪ ଘଂଟା ପରେ ରାଜ୍ୟରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ

    ଆଗକୁ ପଢନ୍ତୁ

    ତାତିରୁ ମିଳିବ ତ୍ରାହି । ୨୪ ଘଂଟା ପରେ ତାତିରୁ ନିସ୍ତାର ମିଳିବ । କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି । ଅ ଆସନ୍ତା ୨୪ ଘଂଟା ବଳବତର ରହିବ ହିଟ୍ ୱେଭ । ନୟାଗଡ, ବଲାଙ୍ଗିର, ଭଦ୍ରକ, ଗଜପତି ଓ ବୌଦ୍ଧରେ ଆସନ୍ତା ୨୪ ଘଂଟା ଗ୍ରୀଷ୍ମପ୍ରବାହ ଜାରି ରହିବ । ଗତକାଲି ଅପେକ୍ଷା ଆଜି ତାପମାତ୍ରା କମିଥିଲେ ବି ଗରମ ଓ ଗୁଳୁଗୁଳି ଲାଗି ରହିଛି । କାଲି କିଛି ଜିଲ୍ଲାରେ କୁଆପଥର ବର୍ଷ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କନାଳ, କେନ୍ଦୁଝର, ଯାଜପୁର ଓ କଟକରେ କୁଆପଥର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଦୁଇ ଦିନରେ ସାରା ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ୮ ତାରିଖରେ କନ୍ଧମାଳ, ଗଞ୍ଜାମ ଓ କଳାହାଣ୍ଡିରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    38 %
    0.9kmh
    89 %
    Fri
    33 °
    Sat
    33 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ