Monday, September 21, 2026
24 C
Odisha

    ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ମଧ୍ୟରେ ମାରପିଟ୍ , ପାଳି ଖଟିବାକୁ ନେଇ ହାତାହାତି ହେଲେ ଦୁଇ ସେବାୟତ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ମଧ୍ୟରେ ମାରପିଟ୍ । ପାଳି ଖଟିବାକୁ ନେଇ ବିମଳାଙ୍କ ମନ୍ଦିର ନିକଟରେ ହାତାହାତି ହୋଇଛନ୍ତି ଦୁଇ ଜଣ ସେବାୟତ । ଏଥିରେ ସେବାୟତ ଶ୍ୟାମ ପଣ୍ଡା ଆହତ ହେବା ସହ ତାଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଶ୍ୟାମଙ୍କ ଆଖି ଓ ଛାତିରେ ଲାଗିଛି ଆଘାତ । ପାଳି ଖଟିବାକୁ ନେଇ ସେବାୟତ ନରସିଂହ ପଣ୍ଡାଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା । ଏନେଇ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    0.9kmh
    97 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ