Thursday, November 5, 2026
21.2 C
Odisha

    ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଲା କମିସନରରେଟ ପୁଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ ଆଣିଲା କମିସନରରେଟ ପୁଲିସ। ବର୍ଦିରେ ରହି ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ କରିବା ମନା। ଠିକ୍ ସେହିପରି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ, ଭିଡିଓ ଉତ୍ତୋଳନ କରିପାରିବେନି ପୁଲିସ ଅଧିକାରୀ। ଲୋକ ଭବନ, ଲୋକ ସେବା ଭବନ, ଲିଙ୍ଗରାଜ ମନ୍ଦିର ଭଳି ସ୍ଥାନରେ କଟକଣା ରହିଛି। ହାଇକୋର୍ଟ, ଆର୍‌ବିଆଇ ଭଳି ଅନ୍ୟ ସମ୍ବେଦନଶୀଳ ସ୍ଥାନ ପାଇଁ ବି ଏହି କଟକଣା ଲାଗୁ।

    ଯଦି କେହି ଏହି ନିର୍ଦ୍ଦେଶ ସତ୍ତ୍ୱେ ପୁନର୍ବାର ଏପରି ଭୁଲ କରନ୍ତି ତେବେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି।  ସ୍ପର୍ଶକାତର ସ୍ଥାନରେ  ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଏଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପର୍ଶକାତର ସ୍ଥାନରେ ଡ୍ୟୁଟିରେ ଥିବା  ପୁଲିସ  ମୋବାଇଲ ବ୍ୟବହାର ଉପରେ  କଟକଣା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.2 ° C
    21.2 °
    21.2 °
    89 %
    0.8kmh
    100 %
    Wed
    21 °
    Thu
    25 °
    Fri
    27 °
    Sat
    27 °
    Sun
    27 °

    ସମ୍ବନ୍ଧିତ