Monday, September 21, 2026
24.5 C
Odisha

    ସମ୍ଭାବ୍ୟ ବାତ୍ୟା କୁ ନେଇ ଭୟଭୀତ ଉପକୂଳ ବାସିନ୍ଦା ,ଟ୍ରଲରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କାଲେ ମତ୍ସ୍ୟଜୀବୀ

    ଆଗକୁ ପଢନ୍ତୁ

    କାକଟପୁର : ଓଡିଶା ଉପକୂଳକୁ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଆସ୍ତରଙ୍ଗ ଉପକୂଳ ଅଞ୍ଚଳର ଲୋକମାନେ ଭୟଭୀତ । ଅଧିକ ଭୟଭୀତ ହୋଇଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସମ୍ଭାବ୍ୟ ବାତ୍ୟା ସୂଚନା ମିଳିବାପରେ ବିଶେଷ ଭାବରେ ଆସ୍ତରଙ୍ଗ ମାଛଧରା ଜେଠି ରେ ରହୁଥିବା ମାଛଧରା ଟ୍ରଲର ଗୁଡିକୁ ସୁରକ୍ଷିତ ରଖିବା ପାଇଁ ମଶ୍ଚ୍ଯଜୀବୀ ମାନେ ଦେବୀନଦୀର ଏକ ଶାଖା ନଦୀକୁ ନେଇ ସେଠାରେ ରଖିଥିବା ଦେଖିବାକୁ ମିଳିଛି । ଆସ୍ତରଙ୍ଗ ଅଞ୍ଚଳରେ ମଧ୍ୟ ପାଗର ପରିବର୍ତ୍ତନ ଦେଖିବାକୁ ମିଳିଛି  । ତୁହାକୁ ତୁହା ମେଘ ସହିତ ପବନ ବହିବାର ଦେଖିବାକୁ ମିଳିଛି । ଆସ୍ତରଙ୍ଗ ମାଛଧରା ପୁରୁଣା ଜେଠି ରୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିଛନ୍ତି ଆମ କାକଟପୁର ରିପୋଟର ଲୋକନାଥ ସ୍ଵାଇଁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ