Sunday, August 2, 2026
29.7 C
Odisha

    ଖିଲାଡି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ

    ଆଗକୁ ପଢନ୍ତୁ

    ଆଜି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସରଫିରା’ ରିଲିଜ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ଆସିଛି ଦୁଃଖଦ ଖବର । ଖିଲାଡି ଷ୍ଟାର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ରିପୋର୍ଟ ଆସିବା ପରେ ଅକ୍ଷୟ କୁମାର ନିଜକୁ କ୍ୱାରେଣ୍ଟାଇନ କରିନେଇଛନ୍ତି ।ସେପଟେ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ବଲିଉଡର ପାଖାପାଖି ସବୁ କଳାକାର ଯୋଗ ଦେଉଥିବା ବେଳେ ଅକ୍ଷୟ କୁମାର ଯୋଗ ଦେଇପାରି ନାହାଁନ୍ତି । ଅମ୍ବାନୀଙ୍କ ବାହାଘରରେ ଜନ୍ ସୀନା, ମାଇକ୍ ଟାଇସନ, ଜୀନ କ୍ଲାଓଡ ଭଳି କଳାକାର ଯୋଗ ଦେଇଛନ୍ତି । ହେଲେ ବାହାଘର ଉତ୍ସବରେ ଅକ୍ଷୟ କୁମାରଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଦୁଃଖିତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    69 %
    2.7kmh
    82 %
    Sun
    31 °
    Mon
    31 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ