Tuesday, March 24, 2026
31 C
Odisha

    ୯ ବର୍ଷର ଝିଅକୁ ବାପା ହତ୍ୟା କରିଥିବା ଅଭିଯୋଗ: ଝିଅକୁ ବାପା ମାରିଥିବା କହିଲା ପୁଅ

    ଆଗକୁ ପଢନ୍ତୁ

    ୯ ବର୍ଷ ଝିଅର ସନ୍ଦେହ ଜନକ ମୃତ୍ୟୁ । ବାପା ଝିଅକୁ ହତ୍ୟା କରିଥିବା ଅଭିଯୋଗ । ମୃତ କୁନି ଝିଅର ସାନ ଭାଇ କହିଲା ଅପାକୁ ମାରିଛି ବାପା । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଗଂଜାମ ଜିଲ୍ଲା ଖଲିକୋଟ ଅଂଚଳରୁ । ୯ ବର୍ଷର ଝିଅକୁ ଦଉଡି ସାହାଯ୍ୟରେ ବାପା ହତ୍ୟା କରିଥିବା ପୁଅ କହିଛି । ତେବେ ଘଟଣାକୁ ନେଇ ବାପା ଗୋପାଳ ବେହେରାକୁ ଅଟକ ରଖି ପଚରା ଉଚୁରା କରୁଛି ଖଲ୍ଲିକୋଟ ପୋଲିସ । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ମୃତ ଝିଅର ବେକରେ ଦାଗ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ