Thursday, April 2, 2026
26.4 C
Odisha

    ଆଉ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା, ରାଜ୍ୟର ବିଫଳ ପ୍ରଶାସନ ବ୍ୟବସ୍ଥାକୁ ଇଙ୍ଗିତ କରୁଛି କହିଛନ୍ତି ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣାରେ ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ । ଆଉ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ଦୁଃଖଦ ଓ ପୀଡ଼ାଦାୟକ । ନ୍ୟାୟ ନ ପାଇ ଜୀବନ ଆଉ ଜଣେ ଯୁବତୀ ଜୀବନ ହାରିଛନ୍ତି । ମାସକ ମଧ୍ୟରେ ୩ ଜଣ ଯୁବତୀ ସମାନ ଢ଼ଙ୍ଗରେ ଜୀବନ ହାରିଛନ୍ତି, ଯାହା ରାଜ୍ୟର ବିଫଳ ପ୍ରଶାସନ ବ୍ୟବସ୍ଥାକୁ ଇଙ୍ଗିତ କରୁଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
    ଏଥିସହ ସେ କହିଛନ୍ତି ପ୍ରତି କ୍ଷେତ୍ରରେ ପ୍ରଶାସନ ସେମାନଙ୍କ ଚିତ୍କାର ଶୁଣି ନଥିଲା । ମହିଳାମାନଙ୍କ ବିରୋଧରେ ଏପରି ଅତ୍ୟାଚାର ଆମ ରାଜ୍ୟରେ ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ