Sunday, November 23, 2025
27.6 C
Odisha

    ପଞ୍ଜିକରଣ କରି ନାଁ କଟିଯାଇଥିବାରୁ ହବିଷ୍ୟାଳୀଙ୍କ ରାସ୍ତାରୋକ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ମାର୍କେଟ ଛକରେ ହବିଷ୍ୟାଳୀଙ୍କ ରାସ୍ତାରୋକ । ପଞ୍ଜିକରଣ କରି ନାଁ କଟିଯାଇଥିବାରୁ ସେମାନଙ୍କୁ ହବିଷ୍ୟାଳୀ କେନ୍ଦ୍ରରୁ ତଡିଦିଆଯାଇଥିବା ଅଭିଯୋଗ ଆଣି ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଟ୍ରାଫିକ ଓ ସିଂହଦ୍ୱାର ଥାନା ଆଇଆଇସି ପହଞ୍ଚି ବୁଝାସୁଖା କରିଥିଲେ ।

    ବାତ୍ୟା ଆସୁଥିବାର ଭୟ ଦେଖାଇ ସେମାନଙ୍କୁ ତଡି ଡିଆଯାଇଥିବା ଅଭିଯୋଗ କରିଛନ୍ତି । ଗତକାଲି ଓ ଆଜି ହବିଷ୍ୟାଳି କେନ୍ଦ୍ରରେ ବ୍ରତଧାରୀଙ୍କ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପଞ୍ଜିକରଣ ହୋଇନଥିବା ହବିଷ୍ୟାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ପଞ୍ଜିକରଣ ହୋଇନଥିବା ହବିଷ୍ୟାଳୀଙ୍କୁ ରଖାଯାଇଥିଲେ ମଧ୍ୟ ପଞ୍ଜିକରଣରୁ ନାଁ କଟିଥିବା ହବିଷ୍ୟାଳୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    36 %
    3.1kmh
    72 %
    Sun
    28 °
    Mon
    28 °
    Tue
    27 °
    Wed
    26 °
    Thu
    25 °

    ସମ୍ବନ୍ଧିତ