Thursday, March 12, 2026
32.2 C
Odisha

    ମହାରାଜା କଂସଙ୍କୁ ବଧ କଲେ କୃଷ୍ଣ, ବଳରାମ, ରାଜତନ୍ତ୍ର ଯାଇ ବରଗଡରେ ପୁଣି ଫେରିଲା ଗଣତନ୍ତ୍ର

    ଆଗକୁ ପଢନ୍ତୁ

    କଂଶ ବଧ ସହ ଉଦଯାପିତ ହେଲା ୭୬ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ, କଂସ ବଧ ହୋଇଥିଲା । ପରେ ଉଗ୍ରସେନଙ୍କ ରାଜ୍ୟାଭିଶେକ ସହ ୧୧ ଦିନ ଧରି ଚାଲିଥିବା ଏହି ମହାନାଟକ ଶେଷ ହୋଇଛି । ଶେଷ ଦିନରେ କୃଷ୍ଣ, ବଳରାମ ମଥୁରା ଭ୍ରମଣ ସାରି ରାଜ ଦରବାରରେ ପହଂଚିଥିଲେ । ମୁଖ୍ୟ ଦ୍ୱାରରେ ରାସ୍ତା ଅବରୋଧ କରି ଠିଆ ହୋଇଥିବା କୁବଳୟା ହସ୍ତୀ ପ୍ରଥମେ ବଦ୍ଧ କରିଥିଲେ । ପରେ ଅଷ୍ଟମହ୍ଲ ବୀର ଗଣ କୃଷ୍ଣ ବଳରାମଙ୍କ ସହ ଯୁଦ୍ଧ କରି ନିହତ ହୋଇଥିଲେ । ଏହା ପରେ ରଣାଙ୍ଗନକୁ ଓହ୍ଲାଇଥିଲେ କଂସ । ଶେଷରେ କଂସର ବଦ୍ଧ କରିଥିଲେ କୃଷ୍ଣ, ବଳରାମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    3.4kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ