Thursday, March 19, 2026
23.2 C
Odisha

    ଜାଲରେ ପଡ଼ିଲା ୪୦ କେଜିର ବିରଳ ବୁଦ ମାଛ

    ଆଗକୁ ପଢନ୍ତୁ

    ବୌଦ୍ଧ ମହାନଦୀରେ ମାଛ ଧରୁଥିବାବେଳେ ଧିବର ଜାଲରେ ପଡ଼ିଛି ୪୦ କେଜିର ବୁଦ ମାଛ । ବିରଳ ପ୍ରଜାତିର ଏହି ମାଛ ସତକୋଶିଆ ଗଣ୍ଡରୁ ଆସିଥିବା ନେଇ ଅନୁମାନ କରାଯାଉଛି । ପ୍ରତିବର୍ଷ ବର୍ଷା ଋତୁରେ ମହାନଦୀରେ ଏହି ଭଳି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ । ବର୍ଷଋତୁ ଆରମ୍ଭରେ ଗୋଳିପାଣି ଉପର ମୁଣ୍ଡରୁ ଆସିଲେ ସାତକୋଶିଆ ଗଣ୍ଡରୁ ଉପରକୁ ଏହି ପ୍ରଜାତିର ମାଛ ଉଠି ଆସିଥାନ୍ତି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ କହିଛନ୍ତି । ମାଛଟିକୁ ବିକ୍ରି ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପ୍ରାଙ୍ଗଣରେ ଥିବା ମାଛ ମାର୍କେଟକୁ ଅଣାଯାଇଥିବା ବେଳେ ମାଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    55 %
    2kmh
    97 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ