Monday, March 30, 2026
40.5 C
Odisha

    ସାଙ୍ଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଗବସ ପ୍ରତିଯୋଗୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ‘ବିଗବସ’ ୧୧ରେ ନଜର ଆସିଥିବା ପ୍ରତିଯୋଗୀ ତାଙ୍କ ସାଙ୍ଗଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୀଡ଼ିତ ଅଭିନେତ୍ରୀ ତଥା ମଡେଲ ସାଉଥ ଦିଲ୍ଲୀ ପୁଲିସ ଷ୍ଟେସନରେ ସାଙ୍ଗଙ୍କ ବିରୋଧରେ କରିଥିବା ଦୁଷ୍କର୍ମ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ କରୁଛି।ଦୁଷ୍କର୍ମ ଅଭିଯୋଗ ଆଣିଥିବା ବିଗବସ ସିଜନ-୧୧ର ପ୍ରତିଯୋଗୀ ସୋ’ ଚାଲିଥିବା ସମୟରେ ତାଙ୍କ ଝଗଡ଼ା ଓ ସଲମାନଙ୍କ ସହ ମଜାଳିଆ କଥା ପାଇଁ ଲାଇମଲାଇଟରେ ଥିଲେ। ବିଗବସ ସିଜନ ୧୧ ପୂର୍ବରୁ ବି ଉକ୍ତ ଅଭିନେତ୍ରୀ ଜଣକ ବିବ‌ାଦରେ ଥି‌‌ଲେ। ସମ୍ପ୍ରତି ସାଙ୍ଗଙ୍କ ବିରୋଧ‌ରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଣି ଥରେ ଏହି ବିଗବସ ପ୍ରତିଯୋଗୀ ସାମ୍ନାକୁ ଆସିଛନ୍ତି।ମଡେଲ ତଥା ଅଭିନେତ୍ରୀ ସାଙ୍ଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି କହିଛନ୍ତି, ‘ଜଣେ ସାଙ୍ଗ ମୋତେ ଭେଟ କରିବାକୁ ତାର ଘରକୁ ଡାକିଥିଲା। ମୁଁ ତାର କଥା ରକ୍ଷା କରି ଘରେ ଯାଇ ପହଞ୍ଚିଥିଲି। ସେଠାରେ ସେ ମୋତେ ଦୁଷ୍କର୍ମ କରିଥିଲା।’

    ବିଗବସ କଥା କହିବାକୁ ଗଲେ ଗତରବିବାର ରବିବାର ବିଗ୍‌ବସ୍‌ ୧୭ ସିଜିନର ଗ୍ରାଣ୍ଡ ଫାଇନାଲ ରହିଥିଲା । ରାତି ୯ଟାରୁ ଏହି କାର୍ଯ୍ୟାକ୍ରମ ଆରମ୍ଭ ହୋଇ ରାତି ୧ଟା ପର୍ଯ୍ୟନ୍ତ ସୋ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ପୁରୁଣା ପ୍ରତିଯୋଗୀଙ୍କ ସହ ଫାଇନାଲିଷ୍ଟଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ ।

    ବିଗ୍‌ବସ୍‌ ୧୭ ସିଜିନର ଗ୍ରାଣ୍ଡ ଫାଇନାଲରେ ଶୀର୍ଷ ୫ଜଣଙ୍କ ମଧ୍ୟରେ ମୁନାୱାର ଫାରୁକି, ଅଭିଷେକ, ମନ୍ନାର, ଅଙ୍କିତା ଓ ଅରୁଣ ରହିଥିଲେ । ଶେଷରେ ମୁନାଓ୍ବର ଓ ଅଭିଷେକ ଶୀର୍ଷ ୨ରେ ରହିଥିଲେ । ଏହାପରେ ସୋ’ର ଉପସ୍ଥାପକ ସଲମାନ ବିଜେତାଙ୍କ ନାମ ଘୋଷଣା କରି ମୁନାୱାରଙ୍କ ହାତରେ ଟ୍ରଫି ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ