Sunday, April 26, 2026
42.2 C
Odisha

    ରଣପୁର-ପଟ୍ଟାଙ୍ଗୀରେ ପ୍ରାର୍ଥୀଙ୍କୁ ବଦଳାଇଲା ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିରୁ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ବଦଳା ଯାଇଛି। ରଣପୁର ଓ ପଟ୍ଟାଙ୍ଗୀରେ ଦଳ ପ୍ରାର୍ଥୀ ବଦଳାଇଛି। ରଣପୁରରୁ ଦଳ ପକ୍ଷରୁ ପ୍ରଥମେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ମଙ୍ଗଳବାର ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ବଦଳରେ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଟ୍ଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରାଯାଇଛି ।

    ସୁରମା ପାଢ଼ୀ କହିଛନ୍ତି ରଣପୁରରେ ବିଜେଡି ସବୁ‌ବେଳେ ଲୋକଙ୍କୁ ଠକି ଆସିଛି। ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ଶାସକ ଦଳ ନୀରବ ରହିଛି। ଏହାର ଜବାବ ଲୋକେ ସରକାରଙ୍କୁ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    42.2 ° C
    42.2 °
    42.2 °
    9 %
    3.9kmh
    88 %
    Sun
    42 °
    Mon
    44 °
    Tue
    43 °
    Wed
    44 °
    Thu
    41 °

    ସମ୍ବନ୍ଧିତ