Thursday, April 9, 2026
25.9 C
Odisha

    ଭୁବନେଶ୍ୱର, ପୁରୀ ଓ ବରଗଡ଼ରେ ବିଜେପି ଲୋକସଭା ପ୍ରାର୍ଥୀ ଆଗୁଆ, ପୁରୀ, ଭୁବନେଶ୍ୱର ମଧ୍ୟ ଏବଂ ପୁରୀ ବିଧାନସଭା ଆସନରେ ବି ଆଗରେ ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗରେ ରହିଥିବା ଜଣାଯାଇଛି। ଠିକ୍ ସେହିପରି ବରଗଡ଼ରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗୁଆ ରହିଛନ୍ତି। ତେଣେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ‌ଡାକ୍ତର ସମ୍ବିତ ପାତ୍ର ବି ଆଗରେ ରହିଛନ୍ତି। ଏଣେ ପୁରୀ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ମଧ୍ୟ ଆଗୁଆ ଅଛନ୍ତି। ଏହି ଆସନ ନିମନ୍ତେ ବିଜେଡି ତରଫରୁ ସୁନୀଲ ମହାନ୍ତି ଓ କଂଗ୍ରେସ ତରଫରୁ ଉମା ବଲ୍ଲଭ ରଥ ପ୍ରାର୍ଥୀ ରହିଛନ୍ତି।

    ଭୁବନେଶ୍ୱର ମଧ୍ୟ ଆସନରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ ଅଛନ୍ତି। ତାଙ୍କ ବିପକ୍ଷରେ ବିଜେଡି ତରଫରୁ ଅନନ୍ତ ନାରାୟଣ ଜେନା ପ୍ରାର୍ଥୀ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ