Tuesday, October 13, 2026
28.9 C
Odisha

    ପ୍ରାରମ୍ଭିକ ଧାରା:ବିଧାନସଭାରେ କୁହୁକ ସଂଖ୍ୟା ଟପିଲା ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ଭୋଟ ଗଣତିରେ ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ବିଜେଡ଼ି ପଛରେ ପଡିଛି । ପ୍ରାରମ୍ଭିକ ଧାରାରେ ବିଧାନସଭାରେ କୁହୁକ ସଂଖ୍ୟା ଟପିଛି। ବିଧାନସଭାର ୧୪୭ ଆସନରୁ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୭୪ ରହିଛି।ବିଜେପି ୧୪୭ ବିଧାନସଭା ଆସନରୁ ୧୪୧ ବିଧାନସଭା ଆସନର ପ୍ରାରମ୍ଭିକ ଧାରା ସାମ୍ନାକୁ ଆସିଥିବାବେଳେ, ସେଥିମଧ୍ୟରୁ ୭୬ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି।ଅପର ପକ୍ଷରେ ୫୩ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଥାଥା କମ୍ୟୁନିଷ୍ଟ ଗୋଟିଏ ଆସନରେ ଏବଂ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ