Monday, April 6, 2026
24.9 C
Odisha

    ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର ମଞ୍ଚେଶ୍ୱରରେ ବସିଛି ବୈଠକ। ତିନୋଟି ପର୍ଯ୍ୟାୟରେ ବସିବ ବୈଠକ। ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୂରଥ ବିଶ୍ଵାଳ, ପୂର୍ବତନ ସଭାପତି ସମୀର ମହାନ୍ତି ଏବଂ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଅଛନ୍ତି । ଓବିସି ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ଉପସ୍ଥିତ ଥିବାବେଳେ ୨୦୨୪ ନିର୍ବାଚନରେ ରଣନୀତି ନେଇ ଆଲୋଚନା ହେବ । ରାଜନୈତିକ ଚିଠା ପ୍ରସ୍ତାବ ନେଇ ମଧ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଆଲୋଚନା ହେବ। ରାଜ୍ୟରେ ଓବିସିଙ୍କୁ ଅବହେଳା ସହ ସଂରକ୍ଷଣ ଦାବିକୁ ପୁଣି ବିଜେପି ଓବିସି ମୋର୍ଚ୍ଚା ଜୋରଦାର କରିବ ବୋଲି ସୂଚନା ଦିଆଯାଇଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ