Friday, April 24, 2026
41.9 C
Odisha

    ଖଣ୍ଡଗିରିରୁ ଅପହରଣ ହୋଇଥିବା କ୍ୟାବ ଡ୍ରାଇଭର ଉଦ୍ଧାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଅପହରଣ ହୋଇଥିବା କ୍ୟାବ ଡ୍ରାଇଭର ପିଣ୍ଟୁ ସାହୁଙ୍କୁ ଶୁକ୍ରବାର ସନ୍ଧ୍ୟା ସମୟରେ ଯାଜପୁର ଜିଲା ଧର୍ମଶାଳା ଥାନା ଆରୁହା ଜଙ୍ଗଲରୁ ଉଦ୍ଧାର କରାଯାଇଛିି। ତେବେ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୩ ଜଣ ଏବେ ମଧ୍ୟ ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ପୋଲିସ ଟିମ ଧର୍ମଶାଳା ଥାନା ପୋଲିସ ସହାୟତାରେ ଚଢାଉ କରି ଏହି ସଫଳତା ପାଇଥିବା ଜଣାପଡିଛି। ଜଙ୍ଗଲରେ ଲୁଚି ରହିଥିବା ଅନ୍ୟ ୩ ଜଣ ଅପହୃତକାରୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଜାରି ରହିଥିବା ଧର୍ମଶାଳା ଥାନା ଆଇଆଇସି ତପନ କୁମାର ନାୟକ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.9 ° C
    41.9 °
    41.9 °
    8 %
    3.9kmh
    49 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ