Friday, September 11, 2026
23.6 C
Odisha

    ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବଢ଼ିଲା ଚିନ୍ତା: ସ୍କୁଲ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ବଢୁଛି ଚିନ୍ତା । ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆକ୍ରନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ । ହଷ୍ଟେଲ ଓ ସ୍କୁଲ ପରିସର ସଫେଇ ପାଇଁ ସ୍କୁଲ ଓ କଲେଜ ଗୁଡ଼ିକୁ କୁହାଯାଇଛି । ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    98 %
    0.9kmh
    100 %
    Thu
    24 °
    Fri
    26 °
    Sat
    27 °
    Sun
    28 °
    Mon
    31 °

    ସମ୍ବନ୍ଧିତ