Thursday, June 11, 2026
41.4 C
Odisha

    କାଲିଠାରୁ ଘୂର୍ଣ୍ଣିବଳୟ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ଆଶଂକା କରାଯାଇଛି । ଏନେଇ ପାଣିପାଗ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ୨୮ ପ୍ରତିଶତ କମ୍ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତ ୩ ଘଣ୍ଟା ପାଇଁ ୧୨ ଜିଲ୍ଲା ସହ ଭୁବନେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରିଛି ପାଣିପାଗ ବିଭାଗ । ଆସନ୍ତା ୩ ଘଂଟା ମଧ୍ୟରେ ୧୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.4 ° C
    41.4 °
    41.4 °
    19 %
    5.1kmh
    29 %
    Thu
    41 °
    Fri
    41 °
    Sat
    40 °
    Sun
    41 °
    Mon
    43 °

    ସମ୍ବନ୍ଧିତ