Friday, September 18, 2026
25 C
Odisha

    କମିଶନରେଟ୍‌ ପୁଲିସ ମୁଖ୍ୟାଳୟ କୋଠାରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଚିତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟ କୋଠା କାନ୍ଥରେ ଏବେ ଝଲସୁଛି ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ଐତିହ୍ୟର ଅନନ୍ୟ ଚିତ୍ର। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ମ୍ୟାପିଙ୍ଗ୍ ପ୍ରୋଜେକ୍ସନ ସୋ’ ଦର୍ଶକମାନଙ୍କ ପାଇଁ ଖୁବ୍ ଆକର୍ଷଣୀୟ ହୋଇପାରିଛି। ଏହାକୁ ଦେଖିବା ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ