Friday, September 25, 2026
25.1 C
Odisha

    ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍‌

    ଆଗକୁ ପଢନ୍ତୁ

    ଯାଜପୁର: ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍ ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ ଖବର ସାମ୍ନାକୁ ଆସିଛି । ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍ ଜାରି ରହିଛି । ଏହି ରେଡ୍ ଠିକାଦାର ଧରଣୀ ସାହୁଙ୍କ ଘରେ କରାଯାଉଥିବା ଜଣାପଡିଛି । ଗୁପ୍ତ ସୂଚନା ପାଇବା ପରେ ଠିକାଦାର ଧରଣୀ ସାହୁଙ୍କ ଘରେ ୭ଜଣିଆ ଆଇଟି ଟିମର ଚଢାଉ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    5kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ