Tuesday, September 16, 2025
29.6 C
Odisha

    ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟୀ ବିଧାୟକଙ୍କ ଗହଳି: କିଛି ସମୟରେ ବିଧାୟକ ଦଳ ବୈଠକ

    ଆଗକୁ ପଢନ୍ତୁ

    କିଛି ସମୟ ପରେ ଆରମ୍ଭ ହେବ ବିଜେପି ବିଧାୟକ ଦଳର ବୈଠକ । ଜଣ ଜଣ କରି ବିଜୟୀ ବିଜେପି ବିଧାୟକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । ୪.୩୦ରେ ବିଧାୟକ ଦଳର ବୈଠକ ଆରମ୍ଭ ହେବ । ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ବୈଠକ କରିବେ । ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ମୋହର ମାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    73 %
    1kmh
    89 %
    Tue
    29 °
    Wed
    31 °
    Thu
    30 °
    Fri
    31 °
    Sat
    32 °

    ସମ୍ବନ୍ଧିତ