Friday, June 19, 2026
26.5 C
Odisha

    ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟୀ ବିଧାୟକଙ୍କ ଗହଳି: କିଛି ସମୟରେ ବିଧାୟକ ଦଳ ବୈଠକ

    ଆଗକୁ ପଢନ୍ତୁ

    କିଛି ସମୟ ପରେ ଆରମ୍ଭ ହେବ ବିଜେପି ବିଧାୟକ ଦଳର ବୈଠକ । ଜଣ ଜଣ କରି ବିଜୟୀ ବିଜେପି ବିଧାୟକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । ୪.୩୦ରେ ବିଧାୟକ ଦଳର ବୈଠକ ଆରମ୍ଭ ହେବ । ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ବୈଠକ କରିବେ । ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ମୋହର ମାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    80 %
    1.7kmh
    100 %
    Fri
    27 °
    Sat
    38 °
    Sun
    35 °
    Mon
    35 °
    Tue
    39 °

    ସମ୍ବନ୍ଧିତ