Thursday, January 8, 2026
11.8 C
Odisha

    ମଧ୍ୟରାତିରେ ବାତ୍ୟା ରେମାଲ କରିବ ଲ୍ୟାଣ୍ଡଫଲ । ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କ ଗୁୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

    ଆଗକୁ ପଢନ୍ତୁ

    ବଙ୍ଗୋପସାଗରରେ ସୃଷ୍ଟ ବତ୍ୟା ‘ରେମାଲ’ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବର୍ଷା ହେଉଥିବାବେଳେ ଅଶାନ୍ତ ହୋଇଛି ସମୁଦ୍ର । ବତ୍ୟାକୁ ନେଇ ସମୁଦ୍ରକୂଳିଆ ଲୋକଙ୍କ ମନରେ ଛନକା ପଶିଛି । ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ସହ ପବନ ବହିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମଧ୍ୟରାତ୍ରିରେ ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ । ସେପଟେ ପ୍ରଭାବିତ ହେବାକୁ ଥିବା ରାଜ୍ୟ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    11.8 ° C
    11.8 °
    11.8 °
    35 %
    1.2kmh
    2 %
    Thu
    26 °
    Fri
    26 °
    Sat
    26 °
    Sun
    28 °
    Mon
    27 °

    ସମ୍ବନ୍ଧିତ