Wednesday, January 28, 2026
19.5 C
Odisha

    ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: କାରରୁ ମିଳିଲା ଅବସରପ୍ରାପ୍ତ ଏୟାର ଫୋର୍ସ କର୍ମଚାରୀଙ୍କ ମୃତଦେହ। ଜଟଣୀ ଥାନା ରାମଚନ୍ଦ୍ରପୁର ବଜାର ନିକଟ ୧୨ ନମ୍ବର ୱାର୍ଡ ଆରଆଇ ଅଫିସ ପାଖରେ ଅଲ୍ଟୋ କେ୧୦ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଜଟଣୀ ପୁଲିସ ପହଂଚି କରିଛି ତଦନ୍ତ ଆରମ୍ଭ। ମୃତକ ସତୀଶ କୁମାର ମହାନ୍ତି, ବୟସ -୪୭ ବାଛରାପାଟଣାରେ ଘର ବୋଲି ଜଣାପଡ଼ିଛି। ଅବସରପ୍ରାପ୍ତ ଏୟାର ଫୋର୍ସର କର୍ମଚାରୀ ଥିଲେ ସତୀଶ। ମୃତ୍ୟୁର କାରଣ ଅସ୍ପଷ୍ଟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    43 %
    2kmh
    1 %
    Wed
    19 °
    Thu
    32 °
    Fri
    32 °
    Sat
    33 °
    Sun
    33 °

    ସମ୍ବନ୍ଧିତ