Tuesday, March 17, 2026
31.5 C
Odisha

    ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ । ପାଟ୍ରୋଲିଂ ବେଳେ ବନ କର୍ମଚାରୀ ଦେଖିଲେ ମୃତଦେହ

    ଆଗକୁ ପଢନ୍ତୁ

    ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ ରେଞ୍ଜ ଅଧିନ ଦୁଦୁରୁଚମ୍ପାରୁ ମୃତଦେହ ଉଦ୍ଧାର କରାଯାଇଛି । ବନ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ଗତ ୫ ତାରିଖ ସଂଧ୍ୟାରେ ମହାବଳର ମୃତଦେହ ଉଦ୍ଧାର କରିଛନ୍ତି । ମୃତ ବାଘର ବୟସ ସାଢେ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    30 %
    5.1kmh
    80 %
    Tue
    32 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ