Thursday, January 8, 2026
11.8 C
Odisha

    ପ୍ରଫୁଲ୍ଲଙ୍କ ଘରେ ଇଡି ରେଡ୍ ଘଟଣା । ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି

    ଆଗକୁ ପଢନ୍ତୁ

    ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ ଘଟଣା । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଫଚ୍ୟୁନର କାର ଜବତ କରିଛି ଇଡି । ।ତେବେ ଜବତ କାରଟି ଲୁଲୁଙ୍କ ନାଁରେ ନାହିଁ । ବରଂ ଜବତ ହୋଇଥିବା କାରଟି ବିଲଡର ସଂସ୍ଥା ନାଁରେ ରହିଛି । ଏହି କାର କିଣାର ଛାନଭିନ୍ କରୁଛି ଇଡି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।ଗତକାଲି ୨୦ କୋଟିର ଜମି ଦୁର୍ନୀତି ମାମଲାରେ ରେଡ୍ କରିଥିଲା ଇଡି । କଲେଜ ସହ ଘରେ ରେଡ୍ କରିଥିଲା ଇଡି । ପାଖାପାଖି ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଥିଲା । ଆଉ ଆଜି ପ୍ରଫୁଲ୍ଲଙ୍କ ପୁଅଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଏକ କାର ଜବତ କରିଛି ଇଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    11.8 ° C
    11.8 °
    11.8 °
    35 %
    1.2kmh
    2 %
    Thu
    26 °
    Fri
    26 °
    Sat
    26 °
    Sun
    28 °
    Mon
    27 °

    ସମ୍ବନ୍ଧିତ