Friday, May 9, 2025
40.1 C
Odisha

    ବଡ ଖବର: ଫିଲ୍ମ ରିଲିଜ ପରେ ରିଭ୍ୟୁ ପୋଷ୍ଟ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଫିଲ୍ମ ରିଲିଜର ୪୮ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ରିଭ୍ୟୁ ରିଲିଜ୍ । ସୋସିଆଲି ମିଡିଆରେ ମଧ୍ୟ ପକାଇ ହେବନି ରିଭ୍ୟୁର ପୋଷ୍ଟ । ରିଲିଜର ୪୮ ଘଣ୍ଟା ପରେ କରିହେବ ଫିଲ୍ଣ ରିଭ୍ୟୁ। କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଆମିକସକ୍ୟୁରୀଙ୍କ ସୁପାରିସ୍ ପରେ କୋର୍ଟଙ୍କ ନିଷ୍ପତ୍ତି । ପକ୍ଷପାତିତା କରି ଅନେକ ସମୟରେ ରିଭ୍ୟୁ ହେଉଥିବାରୁ ମାର୍ଗଦର୍ଶିକା ଆସିବ । ଫିଲ୍ମ ରିଲିଜ ପରେ ଏହାକୁ ନେଇ ଆସିଯାଉଛି ନକାରାତ୍ମକ ଟିପ୍ପଣୀ। ନକାରାତ୍ମକ ରିଭ୍ୟୁ ଫିଲ୍ମ କଲେକସନକୁ ପ୍ରଭାବିତ କରୁଛି । ପ୍ରଯୋଜକ ପ୍ରଥମ ଦିନରୁ ରିଭ୍ୟୁ କାରଣରୁ ହରାଉଛନ୍ତି ବଡ଼ ଅର୍ଥ। ଜଷ୍ଟିସ୍ ଦେବାନ ରାମଚନ୍ଦ୍ରନ୍ ଏନେଇ ଏକ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.1 ° C
    40.1 °
    40.1 °
    17 %
    2.7kmh
    34 %
    Fri
    40 °
    Sat
    40 °
    Sun
    44 °
    Mon
    41 °
    Tue
    42 °

    ସମ୍ବନ୍ଧିତ